ଇବ୍ ନଦୀରେ ଭାସି ୨ ଯୁବକ ନିଖୋଜ, ଜଣେ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କନାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଏହି ଅଘଟଣ ଘଟିଛି।

ଯୁବକମାନେ ପିକନିକ୍ ପାଇଁ ଝାରସୁଗୁଡ଼ାରୁ ଆସିଥିଲେ। ଗାଧୋଇବା ବେଳେ ଭାସିଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version