ଇନ୍ଦ୍ରାବତୀ ବିଦ୍ୟୁତ ତାର ପାଇଁ ଆମ୍ବୁଲାନ୍ସ ଅଟକିଲା

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ଗ୍ରାମକୁ ଯିବା ପାଇଁ ଥିବା ମୁଖ୍ୟ ରାସ୍ତାରେ ଇନ୍ଦ୍ରାବତୀ ତାର ପଡିଥିବାରୁ ଅଟକିଯାଇଥିଲା ଆମ୍ବୁଲାନ୍ସ l

ଯାହାଫଳରେ ଅଂଚଳ ଲୋକଙ୍କ ମନରେ ଚର୍ଚ୍ଚାର ବିଷୟ ପାଲଟିଛି।ବିଭାଗୀୟ ଖମାଖିଆଲି ନୀତି ଯୋଗଁ ଏଭଳି ଅଭାବନୀୟ ଘଟଣା ଘଟିଛି l l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes