ଇନସାଇଟ ଟୁ ଡାଲଖାଇ ପୁସ୍ତକର ଲୋକାର୍ପଣ

ଆଜି ସନ୍ଧ୍ୟା ୭ଟା ରେ ଲେଖକ ଶଙ୍କର ପ୍ରସାଦ ପ୍ରଧାନଙ୍କ ଲିଖିତ lnsight to Dalkhai ଇଂରାଜୀ ପୁସ୍ତକର ଲୋକାର୍ପଣ ଉତ୍ସବ ସମ୍ବଲପୁର ତପସ୍ୱିନୀ ଅଡ଼ି ଟୋରିଅମ ରେ ‘ଜୁହାର ପରିବାର’ ଓ ‘ଉକିଆ ସମ୍ବଲପୁର’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes