ସୁବର୍ଣ୍ଣପୁର ଜିଲ୍ଲା ସଦର ରୟାଲ ପଡିଆ ନିକଟସ୍ଥ କଲ୍ୟାଣ ମଣ୍ଡପ ରେ ଆସନ୍ତା ଶନିବାର ଠୁ ଆରମ୍ଭ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ୱତ ଉତ୍ସବ ଇନକଫେଷ୍ଟ ବିଷୟରେ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗ ଦେଇଥିଲେ।
Credible Local News of Odisha