ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ଗୋପାଳ ଦୋହରା ଗ୍ରାମର ରାମଚନ୍ଦ୍ର ମହାକୁଡ଼ ଏକ କ୍ଷୁଦ୍ର ମୋନାଲିସା ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।
ସେ ଗ୍ରାଜୁଏସନ ପରେ ଏକ ଘରୋଇ ସଂସ୍ଥାରେ କାମ କରିବା ସହିତ ଚିତ୍ର ଆଙ୍କିବାରେ ନିଜକୁ ନିୟୋଜିତ କରିଛନ୍ତି ।
Credible Local News of Odisha