ଇଡିରେ ହାଜର ହେଲେ ହୋଟେଲ ବ୍ୟବସାୟୀ

ଅର୍ଚ୍ଚନା ନାଗ ମାମଲାରେ ସମନ ପରେ ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ।

ଓକିଲଙ୍କ ସହ ଇଡିରେ ସେ ହାଜର ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes