ସମନ ପାଇବା ପରେ ଇଡିରେ ହାଜର ହେଲେ ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ର। ଗତ ୧୬ ତାରିଖରେ ଗଂଜାମର ୬ରୁ ଊର୍ଦ୍ଧ୍ୱ ମାଫିଆଙ୍କ ଘରେ ରେଡ୍ ହୋଇଥିଲା। ଜଣଙ୍କ ପରେ ଜଣେ ବାଲି ମାଫିଆଙ୍କୁ ହାଜର ପାଇଁ ସମନ କରିଥିଲା ଇଡି।
Credible Local News of Odisha