ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଜି ଇଡିରେ ହାଜର ହୋଇଛନ୍ତି।

ଏମାନଙ୍କ ଠାରୁ ଅର୍ଚ୍ଚନାଙ୍କ ଆୟକର ସଂପର୍କରେ ତଥ୍ୟ ମାଗିପାରେ ଇଡି । ଖଗେଶ୍ୱରଙ୍କ ପତ୍ନୀ ମଧ୍ୟ ଇଡିରେ ହାଜର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes