ବାଲି ମାଫିଆଙ୍କ ଘରେ ଇଡି ରେଡ୍ ପରେ ହାଜର ହେବାକୁ ଜଣଙ୍କ ପରେ ଜଣେ ବାଲି ମାଫିଆଙ୍କୁ ସମନ କରିଛି ଇଡି। ଆଜି ହାଜର ହୋଇପାରନ୍ତି ବାଲି ମାଫିଆ ବିଶ୍ୱଜିତ ପାତ୍ର।
ପୂର୍ବତନ ଯୁବ କଂଗ୍ରେସ ନେତା ହେଉଛନ୍ତି ବିଶ୍ୱଜିତ ପାତ୍ର। ଗତ ୧୬ ତାରିଖରେ ଗଂଜାମର ୬ ମାଫିଆଙ୍କ ଘରେ ରେଡ୍ ହୋଇଥିଲା। ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା। ୨୫ ଟି ସ୍ଥାନରେ ରେଡ୍ କରିଥିଲା ଇଡି।