ଇଓଡବ୍ଲୁ ଅଫିସ୍‌ରେ ପହଞ୍ଚିଲେ ‘ସମ୍ବାଦ’ର ଏଚ୍‌ଆର୍‌ ମୁଖ୍ୟ

ନୋଟିସ୍‌ ମୁତାବକ EOW ଅଫିସ୍‌ରେ ପହଞ୍ଚିଛନ୍ତି ସମ୍ବାଦ’ର ଏଚ୍‌ଆର୍‌ ମୁଖ୍ୟ ବୈଜୟନ୍ତୀ କର।

ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଲେ ବୈଜୟନ୍ତୀ। ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି କହିଲେ ବୈଜୟନ୍ତୀ।ଵ‘ସମ୍ବାଦ’ ଋଣ ଜାଲିଆତି ନେଇ ଅଭିଯୋଗ ରହିଛି। ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବୈଜୟନ୍ତୀ କରଙ୍କ ନାଁରେ ମାମଲା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes