ଆହାର କେନ୍ଦ୍ର ଖାଦ୍ୟରୁ ବିଛା ବାହାରିଥିବା ଅଭିଯୋଗ

ଭୁବନେଶ୍ବର ରାଜ୍ୟ ପାଠାଗାର ପରିସର ଆହାର କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ବିଛା ବାହାରିଥିବା ଅଭିଯୋଗ କରି କିଛି ଛାତ୍ରଛାତ୍ରୀ ଖାଇଲେନି ଆହାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes