ଏଫ୍ଏମ ଛାତ୍ରୀ ଆତ୍ମାହୁତି ବେଳେ ଉଦ୍ଧାର କରିବାକୁ ଯାଇ ଛାତ୍ର ଆହତ ଘଟଣାରେ ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ମାଆଙ୍କ ସହ କଥାହେଲେ ସ୍ବାସ୍ଥ୍ୟମନ୍ତ୍ରୀ।
କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧୀନ ଥିବା ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ। ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।