ଆସୁଛି ନୂଆ ୱେବସିରିଜ ‘ଏକ୍ସପୋଜ’

ଆସନ୍ତା ୨୪ରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହେବାକୁ ଯାଉଛି ଓଡିଆ ୱେବ ସିରିଜ ‘ଏକ୍ସପୋଜ’ l ଏହାର ମୁଖ୍ୟ ଭୁମିକାରେ ସୋମେଶ ମହାନ୍ତି ଓ ମେଘନା ମିଶ୍ର ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ l

କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ଅର୍ଚ୍ଚନା ଦାମହେ ନେଇଥିବା ବେଳେ ସଂଳାପ ଲେଖିଛନ୍ତି ଅଭିପ୍ସା l ଜଣେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଗତିଶୀଳ ହୋଇଛି କାହାଣୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes