ଭୁବନେଶ୍ୱରର ଶାସ୍ତ୍ରୀନଗରରେ ଜଣେ ଶୁଭଶ୍ରୀ ନାମ୍ନୀ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି।
ଏଥିରେ ଉଲ୍ଲେଖ ଅଛି ଯେ, ଶ୍ବାସରୁଦ୍ଧ ହୋଇ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି । ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି । ଏବେ ପୁଲିସ ସ୍କାନରରେ ପୁରୁଷ ବନ୍ଧୁ ରହିଛନ୍ତି।