ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ନିୟମ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ ପଞ୍ଜୀକରଣ ନିୟମ ରହିଛି।

୨୦୨୩ ଅକ୍ଟୋବର ୧୩ରେ ଏନେଇ ଚିଠା ନିୟମ ପ୍ରକାଶ ପାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version