ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ ଆସିବ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରଜ ହରିଚନ୍ଦନ।
୨୪ ଘଣ୍ଟିଆ ଚ୍ୟାନେଲ ଆସିବ, ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି, ଚ୍ୟାନେଲ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଲୋକଙ୍କୁ ଅବଗତ କରାଯିବ କହିଛନ୍ତି ମନ୍ତ୍ରୀ।
Credible Local News of Odisha