SDPOଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ IGଙ୍କ ଅଫିସରେ କାର୍ଯ୍ୟ କରିବେ SDPO। ଆଇଜିଙ୍କ ବିନା ଅନୁମତିରେ ଅନ୍ୟତ୍ର ନଯିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
Credible Local News of Odisha