ଆସିକା ବନାଞ୍ଚଳରେ କୃଷ୍ଣସାର ମୃଗ ଗଣନା ଜାରି January 29, 2026 by Odisha କୃଷ୍ଣସାର ମୃଗ ଗଣନାରେ ୨୮ଟି ଟିମ୍ ସହ ବ୍ରହ୍ମପୁର ଏସିଏଫ୍ ଓ ଆସିକା ରେଞ୍ଜର ସାମିଲ୍ ହୋଇଛନ୍ତି।