ଆସନ୍ତା 13 ରୁ ତିନିଦିନ ହେବ ବିଜେପିର ପ୍ରଶିକ୍ଷଣ ଶିବିର

ଆସନ୍ତା 13 ତୁ ତିନିଦିନ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଦଳର କୋର କମିଟି ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି l
ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ବିଫଳତାକୁ ନେଇ 37 ହଜାର ବୁଥରେ ଆନ୍ଦୋଳନ କରିବାକୁ ମଧ୍ୟ ବିଜେପି ନିଷ୍ପତ୍ତି ନେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes