ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ ଏନଏସି: ମନ୍ତ୍ରୀ

ଗତ ୧୭ ତାରିଖରେ ୧୨ଟି ଏନଏସି ଘୋଷଣା ହୋଇଥିଲା, ଆସନ୍ତା ୩୧ ତାରିଖରେ ଆଉ ୯ ନୂଆ ଏନଏସି ଘୋଷଣା ହେବ ନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଅନ୍ୟ ଯେଉଁ ଜିଲ୍ଲାରେ NAC ପାଇଁ ଦାବି ହେଉଛି, ସେଠିକାର ଜନସଂଖ୍ୟା, ଅନ୍ୟାନ୍ୟ ମାପକଠି ନେଇ ସରକାର ବିଚାର କରୁଛନ୍ତି। ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ନୋଟିସ କରି CMOକୁ ପଠାଇବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ କରିବା ଦରକାର କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes