ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ମାତ୍ର ଦିନକ ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ବିଧାନସଭା ଭବନରେ ଦିନ ୧୧ଟାରେ ବସିବ ସ୍ୱତନ୍ତ୍ର ଅଧିବେଶନ।

ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes