ଆସନ୍ତା ୨୭ରେ ବିଶାଳ ପାଇକ ଜନଗର୍ଜନ ସମାବେଶ

ଖୋର୍ଦ୍ଧା ବରୁଣେଇରେ ପାଇକ ସ୍ମାରକୀ ନିର୍ମାଣ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଏବଂ ପାଇକ ରେଜିମେଣ୍ଟ ଗଠନ ଆଦି ଦାବିରେ ଆସନ୍ତାକାଲି ୨୭ରେ ବିଶାଳ ପାଇକ ଜନଗର୍ଜନ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେବ l

ଏହି ଅବସରରେ ବୀର ପାଇକ ମାନେ ବିଶାଳ ଶୋଭାଯାତ୍ରାରେ ବରୁଣେଇ ପୀଠରୁ ବାହାରି ମାଷ୍ଟର କ୍ୟାଣ୍ଟିନରେ ପହଁଚିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘ ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ ଏବଂ ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes