ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ହିଟ୍‌ୱେଭ୍, ଗୁଳୁଗୁଳି

ହିଟ୍‌ୱେଭ୍, ଗୁଳୁଗୁଳି ସହ ରାତିରେ ଅଧିକ ଗରମ ଅନୁଭୂତ ହେବ। ଏନେଇ ଆଜି ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଇଏମ୍ ଡି ପକ୍ଷରୁ ଆଉ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ହିଟ୍‌ୱେଭ୍‌ ନେଇ କାଲି ବି ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes