ଆସନ୍ତା ୨୧ରେ ବସିବ ସର୍ବଦଳୀୟ ବୈଠକ

ଶୀତ ଅଧିବେଶନ ପାଇଁ ଆସନ୍ତା ୨୧ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ।

ସୁରୁଖୁରୁରେ ଅଧିବେଶନ ସାରିବାକୁ ସବୁ ଦଳ ସହ ଆଲୋଚନା କରିବେ ବାଚସ୍ପତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes