ଆସନ୍ତା ୧ ସପ୍ତାହ ମଧ୍ୟରେ ମାଓମୁକ୍ତ ହେବ ଗନ୍ଧମାର୍ଦ୍ଦନ

ଆତ୍ମସମର୍ପଣ ପାଇଁ ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୫ ଜଣ ମାଓବାଦୀ। ଚିଠି ପରେ ଓଡ଼ିଶାରେ କମ୍ବିଂ ଅପରେସନ ବନ୍ଦ ହୋଇଛି।ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆତ୍ମସମର୍ପଣ କରିବେ ମାଓବାଦୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes