ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିବା ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଆସନ୍ତା ୧୭ରେ ଅମିତ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା।ଏହା ପରେ କେନ୍ଦ୍ରାପଡ଼ା ଓ କଟକରେ ବି କାର୍ଯ୍ୟକ୍ରମ ରହିଥିଲା।
Credible Local News of Odisha