ଆସନ୍ତା ୧୫ ରେ ଡ୍ରାଇଭରମାନଙ୍କ ଧର୍ମଘଟ ଓ ଅଖଚକ ବନ୍ଦ ଆନ୍ଦୋଳନ

ଘରୋଇ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ନେଇ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ସରକାର ଦେଇ ଆସୁଥିଲେ ହେଁ ବିଭିନ୍ନ ଆଳରେ ପୂରଣ ନ କରି ସମୟ ଗଡାଉଥିବାରୁ ଏହାର ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଡ୍ରାଇଭରମାନେ ଧର୍ମଘଟ ଓ ଅଖଚକ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଡ୍ରାଇଭର ଏକତା ମଞ୍ଚ ପକ୍ଷରୁ ଆଜି ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes