ଆସନ୍ତା ୧୧ ତାରିଖରେ ପୂର୍ବାହ୍ନ ୧୧ଟାରୁ ଅଶୋକ ନଗରର ପୂର୍ବତନ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।
ଆଜି ପୂର୍ବାହ୍ନ ୧୧ଟା ପରଠାରୁ janasunani.odisha.gov.inରେ କରିହେବ ପଞ୍ଜୀକରଣ। ପ୍ରଥମ ୧୦୦୦ ଜଣଙ୍କ ପରେ ପଞ୍ଜୀକରଣ ବନ୍ଦ ରହିବ।
Credible Local News of Odisha