ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ମାସରୁ ନବବିବାହିତ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗିଫ୍ଟ ପ୍ୟାକେଟ ଦିଆଯିବ ବୋଲି ଏନଆରଏଚଏମ ନିର୍ଦ୍ଦେଶିକା ଆଜି କହିଛନ୍ତି l
ଏହି ପ୍ୟାକେଟରେ ଟାୱେଲ, ନେଲ କଟର, ପାନିଆ, ପରିବାର ନିୟୋଜନ କିଟ ଏବଂ କିଛି ପୁସ୍ତିକା ରହିବ l
Credible Local News of Odisha