ଆସନ୍ତା ବର୍ଷ ଓଡ଼ିଶାରେ 5G: କେନ୍ଦ୍ର ଆଇଟି ମନ୍ତ୍ରୀ

୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାର ୮ଟି ସହରରେ 5G ସେବା ମିଳିବ ଏବଂ ୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ।

ଏନେଇ ଭୁବନେଶ୍ୱରରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version