ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି: ଭକ୍ତ ଦାସ

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି। ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍‌ରେ ଲଢ଼ିବ କଂଗ୍ରେସ।

ବିଜେଡି ସହ ଏକ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବନି କଂଗ୍ରେସ। ବିଧାନସଭା ନିର୍ବାଚନ ବେଳକୁ ହାଇକମାଣ୍ଡ ଚାହିଁଲେ ବୁଝାମଣା ହୋଇପାରେ କହିଛନ୍ତି ଭକ୍ତ ଦାସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes