ଆସନ୍ତାକାଲି ପରିବର୍ତ୍ତେ ଫେବ୍ରୁଆରୀ ୧ରୁ କଂଗ୍ରେସର ବସ୍‌ ଯାତ୍ରା

ବସ୍‌ ଯାତ୍ରା କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ ତାରା ବାହିନୀପତି ସୂଚନା ଦେଇଛନ୍ତି।

୧ ତାରିଖରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହେବ ବସ୍‌ ଯାତ୍ରା।ସମସ୍ତ କଂଗ୍ରେସ ନେତାଙ୍କୁ ବସ୍‌ରେ ନେଇ ସାରା ଓଡ଼ିଶା ବୁଲିବା କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes