ଆସନ୍ତାକାଲି ଠାରୁ କାଳବୈଶାଖୀ ସମ୍ଭାବନା

ବଙ୍ଗୋପସାଗରର ଦକ୍ଷିଣ ଓ ଦକ୍ଷିଣପୂର୍ବ ଦିଗରୁ ଜଳୀୟବାଷ୍ପ ପ୍ରବେଶ ଯୋଗୁଁ କାଲି ଠାରୁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes