ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୪୭ ମିନିଟ୍ ପର୍ଯ୍ୟନ୍ତ ରହିବ । ପୂର୍ଣ୍ଣ ଗ୍ରାସ ଅବଧି ୫୬ ମିନିଟ ୬ ସେକେଣ୍ଡ ରହିବ।
ସକାଳ ୬ଟା ୮ ମିନିଟରୁ ହାଣ୍ଡି ଛାଡ ହେବ। ଗ୍ରହଣ ଭିତରେ ପାକ ନିଷେଧ ରହିଛି। ସନ୍ଧ୍ୟା ୭ଟାରୁ ପୁଣି ପାକ ନୀତି ଆରମ୍ଭ ହେବ।
Credible Local News of Odisha