ଆସନ୍ତାକାଲି ଓଡ଼ିଶା ଆସିବେ ଶିବରାଜ ସିଂ ଚୌହ୍ୱାନ

ଏ ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।କାଲି ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଆସି କଟକ ଓ ଜଗତସିଂହପୁର ଯିବେ।

ଆସନ୍ତା ୧୫ରେ ନୀତିନ ଗଡ଼କରୀ ଆସି ପୁରୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ୨୨ରେ ରାଜନାଥ ସିଂ ଆସିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes