ଆସନ୍ତାକାଲିଠୁ ବିଜେପିର ଗାଁ ଚାଲ ଅଭିଯାନ

ପ୍ରତିଷ୍ଠା ଦିବସରେ ଆସନ୍ତାକାଲିଠୁ ଗାଁକୁ ଗାଁ, ଘର ଘର ଚାଲ ଅଭିଯାନ ଡାକରା ଦେଇଛି ବିଜେପି।

କାଲିଠୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଯାଏଁ ଚାଲିବ ଅଭିଯାନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes