ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆସନ୍ତାକାଲି ଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା।

୫ଟି ରେଞ୍ଜରେ ଗଣନା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes