ଆଲୋଚନା ପରେ ପଦ୍ମପୁର ବନ୍ଦ ଡାକରା ପ୍ରତ୍ୟାହୃତ

ବରଗଡ଼ ଜିଲ୍ଲାର ପଦ୍ମପୁର ବଣିକ ସଂଘ ପକ୍ଷରୁ ମଙ୍ଗଳବାର ପାଇଁ ଦିଆଯାଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରାଯାଇଥିବା କୁହାଯାଇଛି l ସନ୍ଧ୍ୟାରେ ଏସପିଙ୍କ ସହ ବଣିକ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes