ଜଣାଶୁଣା ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କର ଆଜି ମାତ୍ର 32 ବର୍ଷ ବୟସରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପରଲୋକ ହୋଇଯାଇଛି l
ଆଜି ସକାଳେ ଛାତିରେ ଯନ୍ତ୍ରଣା ପାଇଁ ଅଚାନକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀରର ଭୀମଭୋଇ ମେଡିକାଲକୁ ନିଆଯାଉଥିବା ବେଳେ ପରଲୋକ ହୋଇଯାଇଥିଲା l
