ଆରମ୍ଭ ହେଲା ଓଡ଼ିଶା ଟେକ୍ସ ୨୦୨୫

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଉପସ୍ଥିତ ଅଛନ୍ତି ଶିଳ୍ପ ମନ୍ତ୍ରୀ, ସମବାୟ ମନ୍ତ୍ରୀ।

ସମ୍ମିଳନୀରେ ୩୦୦ରୁ ଅଧିକ ଶିଳ୍ପପତି ସାମିଲ ହୋଇଛନ୍ତି। ଏଥିରେ ଉଦଘାଟିତ ହେବ ୬ଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes