୭ ଲକ୍ଷ ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ। ଝାଡ଼ଖଣ୍ଡରୁ ୨ ଓ ହାଇଦ୍ରାବାଦ ସାଙ୍ଗାରେଡ୍ଡୀରୁ ୨ ଜଣକୁ ଗିରଫ କରିଛି।
ଚାଲାଣ କଟିଛି କହି ମୋବାଇଲ୍ ନମ୍ବରକୁ ଲିଙ୍କ୍ ପଠାଉଥିଲେ। ଲିଙ୍କ୍ କ୍ଲିକ୍ କଲେ ଆକାଉଣ୍ଟରୁ ଟଙ୍କା ମୂଳପୋଛ କରୁଥିଲେ।
Credible Local News of Odisha