ଲୋକସେବା ଭବନରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏଣିକି ହାତ ପାଆନ୍ତରେ ରାଜସ୍ବ ସେବା ମିଳିବ। ଆଉ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ। 9437292000 ହ୍ବାଟ୍ସଆପ୍ ନଂରେ ରାଜସ୍ବ ସେବା ପାଇହେବ। ୫୭ ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
Credible Local News of Odisha