ଆମ ବିଧାୟକ ଆମ ସହ ରହିଛନ୍ତି, ସେମାନେ କିଣାବିକା ପାର୍ଟି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଅନେକ ବିଧାୟକ ଦୂର ଦୂରାନ୍ତରରୁ ଆସୁଥିବାରୁ ହ୍ବିପ୍ ଜାରି ହୋଇଛି, ସମସ୍ତେ ଭୁବନେଶ୍ୱରରେ ରହିବାକୁ ନିର୍ଦେଶ ଦିଆଯାଇଛି। ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିଶ୍ଚୟ ବିଜୟ ଲାଭ କରିବେ କହିଛନ୍ତି ପ୍ରମିଳା।