ମହିଳାଙ୍କ ଉପରେ ‘ଆମ ବସ୍’ ଚଢ଼ିଯିବା ଘଟଣାରେ CRUT ପକ୍ଷରୁ ଆହତ ମହିଳାଙ୍କୁ ୫୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି।
କୁମ୍ଭାରପଡ଼ା ଥାନା ନବକଳେବର ରୋଡ୍ରେ ଦୁର୍ଘଟଣା ହୋଇଥିଲା। ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପୁରୀ ମେଡିକାଲ୍ରେ ଚିକିତ୍ସିତ ଅଛନ୍ତି।
Credible Local News of Odisha