‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

୪୨ ଦିନ ହେବ ଦରମା ମିଳି ନଥିବାରୁ ‘ଆମ ବସ୍‌’ ଡ୍ରାଇଭର ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ ଯୋଗୁଁ ପୋଖରୀପୁଟ ଡିପୋରେ ୪୩ଟି ବସ୍‌ ଅଟକିଛି। ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes