ଆମ୍ବୁଲାନ୍ସ ଧକ୍କାରେ ଦଶମ ଛାତ୍ର ସମେତ ୩ଜଣ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ କେନାଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରେ ଅଛନ୍ତି ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ ପ୍ରଧାନ, ଅଭିଭାବକ କ୍ଷୀରୋଦ ପ୍ରଧାନ, ସହଯୋଗୀ ପବିତ୍ର ସାହୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes