ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

କୋରାପୁଟରୁ ରୋଗୀ ନେଇ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ଯାଉଥିବା ଏକ 108 ଆମ୍ବୁଲାନ୍ସ ଦିଗପହଣ୍ଡି ନିକଟ ବାଳକୃଷ୍ଣପୁରରେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ରୋଗୀଙ୍କ ସମେତ ଚାରି ଜଣ ଆହତ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version