ଜଗତସିଂହପୁରରୁ କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବସଦର ଥାନା ପୋଲିସ ଦ୍ୱାରା ଘରୋଇ ଆମ୍ବୁଲାନ୍ସ ଜବତ କରାଯାଇଛି। ଘଟଣାସ୍ଥଳରୁ ଚାଳକ ଫେରାର ଅଛି।
Credible Local News of Odisha