ଆମିଷ ବିକ୍ରି କଟକଣା ହଟାଇଲା କୋରାପୁଟ ଜିଲ୍ଲାପ୍ରଶାସନ

ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ। ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ। ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଲେ ଜିଲ୍ଲାପାଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes