୩୧୪ ବ୍ଳକରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ଦେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
୨୫ରେ ଚେତାବନୀ ପତ୍ର ଦେବ, ୩୧ରେ ବ୍ଲକ ଅଫିସ ଘେରିବ ବିଜେପି। ଅଯୋଗ୍ୟ ତାଲିକା ପ୍ରକାଶକୁ ନେଇ କେନ୍ଦ୍ରକୁ ମଧ୍ୟ ଅବଗତ କରିବ ଦଳ।
Credible Local News of Odisha